ଆଜି ଓ କାଲି ଉପକୂଳ ଓଡ଼ିଶାରେ ବର୍ଷା ହୋଇପାରେ। ଏହି ବର୍ଷା ଓଡ଼ିଶାର ଉପକୂଳ ଅଞ୍ଚଳରେ ଦିନେ ଦୁଇ ଦିନ ଲାଗି ରହିବ । ଏହା କୌଣସି ବାତ୍ୟା ନୁହେଁ । ବାତ୍ୟାର ରୁପ ମଧ୍ୟ ନେବନାହିଁ । କେବଳ ବର୍ଷା ହେବ : IMD ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର
#NewDelhi #IMD #MrutyunjayaMohapatra #LowPressure #Rain #WeatherUpdate #Odisha #ArgusNews